ତମେ ଆଉ ମୁଁ-1
ତମେ ଆଉ ମୁଁ-1
1 min
1.5K
ପୁରା ସହରଟା
ରାତିଟାରେ
ଶୋଇଯିବା ପରେ
କେହିଜଣେ
ଅତୀତର ସମାଧୀରୁ
ସ୍ମୃତି ନେଇ ଫେରେ
ଯେତେବାର ବାରିଲି ମୁଁ
ଆସିବାର ପାଇଁ
ବାର ବାର ଆସୁଥିଲା
ସ୍ଵପ୍ନଟିଏ ହୋଇ ।