ସଂଳାପ-୮୭
ସଂଳାପ-୮୭
1 min
1.4K
ସଂଳାପ-୮୭
କେମିତିକା ଏ କାହାଣୀ
ସବୁବେଳେ ବନ୍ଦ ପଲକ,
କେବେ
ତୁମ ପଲକ ଖୋଲେନି,
ଯେତେବେଳେ ଖୋଲେ
ପଚାରିଲେ କୁହ,
ମୋର ତୁମ ସହ
ଝଗଡା ଲାଗିବାର ଇଛାନାହିଁ
କେମିତିକା ଏ କାହାଣୀ-----!
©®କାଶ୍ୟପ,ରାୟଗଡା ।