Audio

Forum

Read

Contests

Language


Write

Sign in
Wohoo!,
Dear user,
☆☆☆☆ ଦୃଷ୍ଟ ବାଳକ ☆☆☆☆
☆☆☆☆ ଦୃଷ୍ଟ ବାଳକ ☆☆☆☆
★★★★★

© Amiya Bej

Others

1 Minutes   13.0K    5


Content Ranking

☆☆☆☆ ଦୁଷ୍ଟ ବାଳକ ☆☆☆☆

ତୋ' ଛୋଟବଡ଼  ଦୁଷ୍ଟାମୀରେ,
ତୋ' ଜିଦ୍ଦି ଆଉ ଅବୁଝାପଣରେ,
ନାକରେ କାନ୍ଦୁ ଆମେ ସତ   ।
କିନ୍ତୁ ଧନରେ -
ସତ଼ ତ ଏୟା ବି ଯେ,
ଏସବୁ ନଖରାମୀ ବିନା,
ହୋଇଯାଉ ଆମେ ବ୍ୟସ୍ତ-ବିବ୍ରତ ।
ଯେମିତି, ଯେପରି ବି ହେଉ,
ଆମପାଇଁ ତୁ ଖୁବ୍ ପର୍ଯ୍ୟାପ୍ତ ।।।
ଲୋଡାନାହିଁ ସେ ସବୁ ସୁଖ ,
ଟିକିଏ ହସ ତୋ'ର ଆମକୁ ଯଥେଷ୍ଟ ।।।।
ଆମ ସୁନାପୁଅ , ଆଜି ତୋ' ଜନ୍ମଦିନ ,
ସ୍ନେହାଶିଷ ବଦଳେ -
ରହୁ ସଭିଙ୍କୁ ତୋ'ର ସମ୍ମାନ ।।।।।

☆ଅମିୟ☆

☆☆☆☆ ଦୁଷ୍ଟ ବାଳକ ☆☆☆☆

Rate the content


Originality
Flow
Language
Cover design

Comments

Post


Some text some message..