Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

4  

Amiya Bej

Others

☆☆☆☆ ଦୃଷ୍ଟ ବାଳକ ☆☆☆☆

☆☆☆☆ ଦୃଷ୍ଟ ବାଳକ ☆☆☆☆

1 min
13K


☆☆☆☆ ଦୁଷ୍ଟ ବାଳକ ☆☆☆☆

ତୋ' ଛୋଟବଡ଼  ଦୁଷ୍ଟାମୀରେ,
ତୋ' ଜିଦ୍ଦି ଆଉ ଅବୁଝାପଣରେ,
ନାକରେ କାନ୍ଦୁ ଆମେ ସତ   ।
କିନ୍ତୁ ଧନରେ -
ସତ଼ ତ ଏୟା ବି ଯେ,
ଏସବୁ ନଖରାମୀ ବିନା,
ହୋଇଯାଉ ଆମେ ବ୍ୟସ୍ତ-ବିବ୍ରତ ।
ଯେମିତି, ଯେପରି ବି ହେଉ,
ଆମପାଇଁ ତୁ ଖୁବ୍ ପର୍ଯ୍ୟାପ୍ତ ।।।
ଲୋଡାନାହିଁ ସେ ସବୁ ସୁଖ ,
ଟିକିଏ ହସ ତୋ'ର ଆମକୁ ଯଥେଷ୍ଟ ।।।।
ଆମ ସୁନାପୁଅ , ଆଜି ତୋ' ଜନ୍ମଦିନ ,
ସ୍ନେହାଶିଷ ବଦଳେ -
ରହୁ ସଭିଙ୍କୁ ତୋ'ର ସମ୍ମାନ ।।।।।

☆ଅମିୟ☆


Rate this content
Log in