Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Others

5.0  

ପ୍ରଶାନ୍ତ କୁମାର ବେହେରା

Others

ଆମ କଲେଜର କରିଡ଼ର୍

ଆମ କଲେଜର କରିଡ଼ର୍

1 min
3.4K


ଏଇ କରିଡ଼ର୍ ଦେଖିଛି

କେତେ ହୃଦୟର ସ୍ପନ୍ଦନ,

ଆଶାର କିରଣ,

ପ୍ରତିଭାର ପହିଲି ଅରୁଣ

ଓ ସୁନେଲି ସପନ ।

ଆଉ ବି ଦେଖିଛି

କେତେ ହତାସର

ପ୍ରତିଧ୍ଵନି ସହ

ବେଦନାର ଚିତ୍ରକଳ୍ପ ।

କେତେ ଅଭୁଲା ସ୍ମୁତିର

ମୂକ ସାକ୍ଷୀ ସତରେ

ଏଇ ଆମ ଏସ୍.ଭି.ଏମ୍.

କଲେଜର କରିଡ଼ର୍....।


ପ୍ରଶାନ୍ତ କୁମାର ବେହେରା

ଅଧ୍ୟାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର ।

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in