Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୧୭୩

ଜୀବନ ଗୀତା- ୧୭୩

1 min
13.2K


ଜୀବନ ଗୀତା- ୧୭୩

ଏକାଏକା ପଥିକ ମୁଁ
ଜୀବନ ପଥରେ
ନିଜେ ନିଜର ସାରଥି
ଜୀବନ ରଥରେ ॥୦॥

ମୋ ଜୀବନ କାହାଣୀରେ
ନାହିଁ କିଛି ଚମକ
ନାହିଁ ପାଟ ପଟୁଆର
ନାହିଁବି ତ ଜମକ
ବଂଚିଅଛି ବଂଚୁଥିବି
କେବଳ ସତରେ ॥୧॥

ସାଧନାମୟ ପଥରେ
ଚାଲିଛି ଅବିରତ
ପାଇଛି ଯା' ଜୀବନରେ
ସବୁ ତ ଆଶାତୀତ
ତିଆରିଛି ନିଜ ରାସ୍ତା
ନିଜର ହାତରେ ॥୨॥

 

 

 

 


Rate this content
Log in