Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ଗୀତା- ୧୭୩
ଜୀବନ ଗୀତା- ୧୭୩
★★★★★

© Geeta Sarangi

Others

1 Minutes   13.2K    9


Content Ranking

ଜୀବନ ଗୀତା- ୧୭୩

ଏକାଏକା ପଥିକ ମୁଁ
ଜୀବନ ପଥରେ
ନିଜେ ନିଜର ସାରଥି
ଜୀବନ ରଥରେ ॥୦॥

ମୋ ଜୀବନ କାହାଣୀରେ
ନାହିଁ କିଛି ଚମକ
ନାହିଁ ପାଟ ପଟୁଆର
ନାହିଁବି ତ ଜମକ
ବଂଚିଅଛି ବଂଚୁଥିବି
କେବଳ ସତରେ ॥୧॥

ସାଧନାମୟ ପଥରେ
ଚାଲିଛି ଅବିରତ
ପାଇଛି ଯା' ଜୀବନରେ
ସବୁ ତ ଆଶାତୀତ
ତିଆରିଛି ନିଜ ରାସ୍ତା
ନିଜର ହାତରେ ॥୨॥

 

 

 

 

#lyric#based on life#odia

Rate the content


Originality
Flow
Language
Cover design

Comments

Post


Some text some message..