Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୪୨

ଜୀବନ ଗୀତା-୨୪୨

1 min
13.4K


 
 
ଜୀବନର ସୃଷ୍ଟି ଜୀବନର ସ୍ଥିତି
ସବୁରି ମୂଳରେ ସତ୍ୟ
ସେ ମହାସତ୍ୟର ଅନୁସନ୍ଧାନରେ
ବିତିଯାଏ ଦିବାରାତ୍ର ॥୦॥
 
ଜୀବନ ଅମୃତ ଧାରା
ଝରି ଚାଲିଛି
କେଉଁ ଆଦିମ କାଳରୁ
ବହି ଯାଉଛି
ଜଡ ଓ ଚେତନ ଦୁଇଗୋଟି ଗୁଣ
ବିଶ୍ୱର ଦୁଇଟି ତତ୍ତ୍ୱ ॥୧॥
 
ଜଡ ଚେତନ ମିଳନେ
ଉପୁଜେ ଶକ୍ତି
ସେଇ ଶକ୍ତିର ପାଇଁକି
ବଢେ ଆସକ୍ତି
ଶୁଦ୍ଧ ଭକ୍ତି ଶୁଦ୍ଧ ଜ୍ଞାନ ଅଟେ ସିନା
ଦୁନିଆରେ ଏକା ନିତ୍ୟ ॥୨॥


Rate this content
Log in