Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjita Das

Inspirational

4.7  

Ranjita Das

Inspirational

ବୀର ଯବାନର ବୀର ବାଣୀ

ବୀର ଯବାନର ବୀର ବାଣୀ

1 min
655


ମା' ଲୋ ତୋରି ସୁରକ୍ଷା ପାଇଁକି

ସାତ ଦରିଆ ମୁଁ ଲଙ୍ଘିଯିବି ।

ତୋରି ସେବାରେ ପ୍ରାଣ ଗଲେ ମୋର

ଶାନ୍ତିରେ ମୁଁ ଆଖି ବୁଜିଦେବି ।

ଅବଶୋଷ କିଛି ରହିବନି ଲୋ ମା'

ତୋ ପାଇଁ ପ୍ରାଣ ମୋ ସମର୍ପିଵି ।

ଦେଶର ସୁରକ୍ଷା ପାଇଁ ଲଢ଼ି ଲଢ଼ି ଶେଷେ

ତୋ କୋଳରେ ଚିର ନିଦ୍ରାରେ ଶୋଇଯିବି ।


Rate this content
Log in

Similar oriya poem from Inspirational