Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ଶବ୍ଦ ମହିମା

ଶବ୍ଦ ମହିମା

1 min
266


ଶବ୍ଦ ବ୍ରହ୍ମ ଟି ଜଗନ୍ନାଥ

ଶବଦେ ହୁଏ ଖୁସି ଜାତ ।

ଶବ୍ଦ ଟି ଓଁକାର ନିନାଦ

ଶବ୍ଦ ବିହୁନେ ବିସମ୍ବାଦ ।

ଶବ୍ଦ ଚୟନ ମଧୁରତା

ଶବଦ ବଢାଏ ବନ୍ଧୁତା ।

ଶବ୍ଦରେ ବାର୍ତ୍ତା ବିନିମୟ

ଶବ୍ଦ ହୁଡିଲେ ବନ୍ଧୁ କ୍ଷୟ ।

ଶବଦେ ହୋମ ଯଜ୍ଞ ପୂଜା

ଶବଦ ହୁଏ ବାଜି ବାଜା ।

ଶବଦେ ସାଂସ୍କୃତିକ କାର୍ଯ୍ୟ

ଶବ୍ଦେ ଅଧିବକତାର ଧାର୍ଯ୍ୟ ।

ଶବଦ ଆଣଇ ବିଷାଦ

ଶବଦ ଦିଏ ଅପବାଦ ।

ଶବଦେ କଳହ ର ସୃଷ୍ଟି

ଶବ୍ଦେ କୁଳିଷ ହୁଏ ବୃଷ୍ଟି ।

ଶବ୍ଦରୁ ଚକ୍ଷୁଷ୍ମାନ ବାରେ

ଶବଦେ ପଶୁ ବୋଲ କରେ ।

ଶବଦ ସାହିତ୍ୟ ର ମୂଳ

ଶବ୍ଦ ସାକ୍ଷାତ ଆଦିମୂଳ ।

-ବିଶ୍ୱେଶ୍ଵର ମାଝୀ-


Rate this content
Log in

Similar oriya poem from Inspirational