Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pranati Mahapatra

Inspirational Abstract Others

3  

Pranati Mahapatra

Inspirational Abstract Others

ଶୁଭ ସକାଳ

ଶୁଭ ସକାଳ

1 min
8.6K


ପ୍ରତିଟି ସକାଳ ଶୁଭମୟ ହେଉ

         ଜଗତ ଜନଙ୍କ ପାଇଁ,

ପ୍ରତିଧ୍ବନି ହେଉ କବିର କବିତା

          ହିଂସାଠୁ ଯାଇ ଦୂରେଇ।

ଶଦ୍ଦମୟ ଏହି ଜଗତଟା ଗାଉ

          କବିର ପ୍ରେମ ସଂଗୀତ,

ବନ୍ଧୁକ ଓ ଖଣ୍ଡା ବଦଳେ କରନ୍ତୁ

          କଲମ ସାଥେ ସଙ୍ଗାତ ।

ପ୍ରତିମୂହୁର୍ତ୍ତ ଯେ ଝଙ୍କୃତ ହେଉ

         ସର୍ବକଣ୍ଠରେ କବିତା,

ଅଶାନ୍ତ ପୃଥିବୀ ଶାନ୍ତ ହୋଇ ଗାଉ

        ଭାଷାର ଅମୂଲ୍ୟ ଗାଥା ।

        

ପ୍ରଣତି ମହାପାତ୍ର

ଫକୀରମୋହନ ନଗର

  ବାଲେଶ୍ୱର


Rate this content
Log in