Audio

Forum

Read

Contests

Language


Write

Sign in
Wohoo!,
Dear user,
ଶୁଭ ସକାଳ
ଶୁଭ ସକାଳ
★★★★★

© Pranati Mahapatra

Inspirational Abstract Others

1 Minutes   6.6K    3


Content Ranking

ପ୍ରତିଟି ସକାଳ ଶୁଭମୟ ହେଉ

         ଜଗତ ଜନଙ୍କ ପାଇଁ,

ପ୍ରତିଧ୍ବନି ହେଉ କବିର କବିତା

          ହିଂସାଠୁ ଯାଇ ଦୂରେଇ।

ଶଦ୍ଦମୟ ଏହି ଜଗତଟା ଗାଉ

          କବିର ପ୍ରେମ ସଂଗୀତ,

ବନ୍ଧୁକ ଓ ଖଣ୍ଡା ବଦଳେ କରନ୍ତୁ

          କଲମ ସାଥେ ସଙ୍ଗାତ ।

ପ୍ରତିମୂହୁର୍ତ୍ତ ଯେ ଝଙ୍କୃତ ହେଉ

         ସର୍ବକଣ୍ଠରେ କବିତା,

ଅଶାନ୍ତ ପୃଥିବୀ ଶାନ୍ତ ହୋଇ ଗାଉ

        ଭାଷାର ଅମୂଲ୍ୟ ଗାଥା ।

        

ପ୍ରଣତି ମହାପାତ୍ର

ଫକୀରମୋହନ ନଗର

  ବାଲେଶ୍ୱର

ଶବ୍ଦ ଶୁଭ ସକାଳ

Rate the content


Originality
Flow
Language
Cover design

Comments

Post


Some text some message..