Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramila Sahoo

Inspirational

0  

Pramila Sahoo

Inspirational

ଶିକ୍ଷା

ଶିକ୍ଷା

1 min
238


ଆଖିର ପଲକ ପଡେ ଯେତେ ଥର

ମୋ ମନ ନିତି ଝୁରେ ତୁମକୁ ସେତିକି ଥର

ହୃଦୟର ସ୍ପନ୍ଦନ ହୁଏ ଯେତେ ଥର

ମୋ ଆଖି ତୁମକୁ ଦେଖିବାକୁ ଖୋଜେ ବାରମ୍ବାର

ତୁମର ହସ ଭରା ମୁହଁ ଦେଖି ଭୁଲି ଯାଏଁ ସବୁ କଷ୍ଟ

ତୁମେ ମୋ ଜୀବନରେ ଆସିବା ପରଠୁ

ଆଖି ଲୁହ ପୋଛି ହସିବା ଶିଖିଛି ସେବେଠୁ.......


Rate this content
Log in