ପ୍ରଣୟିନୀ
ପ୍ରଣୟିନୀ
1 min
1.3K
ଭଲ ପାଏ,
ଭୁଲିବାକୁ ନୁହେଁ।
ପ୍ରେମ କରେ,
ପ୍ରତାରଣା ନୁହେଁ।
ତୁମେ ମୋର ପ୍ରଣୟିନୀ,
ପ୍ରେରଣାର ଉତ୍ସ !
ନିନ୍ଦୁକ ନୟନ ମୋର,
କଳଙ୍କ ନଦେଖୁ।
ଦେଖୁ ତୁମ ପୁଣ୍ୟ କର୍ମ
ତ୍ୟାଗ ଓ ତର୍ପଣ ।