Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରଣୟିନୀ
ପ୍ରଣୟିନୀ
★★★★★

© Hrushikesh Satpathy

Romance

1 Minutes   1.3K    4


Content Ranking

ଭଲ ପାଏ,
    ଭୁଲିବାକୁ ନୁହେଁ।

ପ୍ରେମ କରେ,
    ପ୍ରତାରଣା ନୁହେଁ।

ତୁମେ ମୋର ପ୍ରଣୟିନୀ,
    ପ୍ରେରଣାର ଉତ୍ସ !

ନିନ୍ଦୁକ ନୟନ ମୋର,
    କଳଙ୍କ ନଦେଖୁ।

ଦେଖୁ ତୁମ ପୁଣ୍ୟ କର୍ମ
    ତ୍ୟାଗ ଓ ତର୍ପଣ ।

ପ୍ରଣୟିନୀ ପ୍ରେରଣା ପ୍ରତାରଣା

Rate the content


Originality
Flow
Language
Cover design

Comments

Post


Some text some message..