Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Inspirational

3  

Dr Jharana Satapathy

Inspirational

ନ ହୁଅ କ୍ରୋଧି

ନ ହୁଅ କ୍ରୋଧି

1 min
113



ତୁଛାଠାରେ ରାଗ ରୁଷା କରୁଛ କିଆଁ

ହସି ହସାଇବାର ଅଟେ ଏ ଦୁନିଆ


ଅତ୍ୟଧିକ କ୍ରୋଧ ବଢାଏ ଚିନ୍ତା

ମନରେ ପ୍ରବେଶ କରେ ନାନା ଦୁଶ୍ଚିନ୍ତା


ହସି ହସାଉଥାଅ ଜୀବନେ ସଭିଙ୍କୁ

କ୍ରୋଧକୁ କରିଣ ନିଜର କାବୁ


ବଞ୍ଚିବାର ଜୀବନ ଅଛିତ 

କ୍ରୋଧକୁ ଯାଅ ସେତ ଭୁଲି


କରେ ନିବେଦନ ଶାନ୍ତିରେ ଜୀବନ

କାଟି ଚାଲ ହେ ସର୍ବେ ଅହିଂସାର ମୁଖା ପିନ୍ଧି




Rate this content
Log in

Similar oriya poem from Inspirational