କେତେ ଥର ଭାବିଛି
କେତେ ଥର ଭାବିଛି
କେତେ ଥର ଭାବିଛି
ତୋ ମାୟାର କୁହୁକ ପାଶରୁ
ନିଜକୁ ମୁକ୍ତ କରିବି
ଯେତେ ଥର ଦୂରକୁ ଯାଉଛି
ସେତେଥର ତୋ ବନ୍ଧନରେ
ବାନ୍ଧି ହେଉଛି
ନା ମୁକ୍ତି ଅଛି
ନା ପ୍ରାପ୍ତି ଅଛି
ଖାଲି ଯାହା ମୋହରେ
ଧନ୍ଦି ହେଉଛି ………||
କେତେ ଥର ଭାବିଛି
ତୋ ମାୟାର କୁହୁକ ପାଶରୁ
ନିଜକୁ ମୁକ୍ତ କରିବି
ଯେତେ ଥର ଦୂରକୁ ଯାଉଛି
ସେତେଥର ତୋ ବନ୍ଧନରେ
ବାନ୍ଧି ହେଉଛି
ନା ମୁକ୍ତି ଅଛି
ନା ପ୍ରାପ୍ତି ଅଛି
ଖାଲି ଯାହା ମୋହରେ
ଧନ୍ଦି ହେଉଛି ………||