Audio

Forum

Read

Contests

Language


Write

Sign in
Wohoo!,
Dear user,
ହା ହା ହା
ହା ହା ହା
★★★★★

© Chittaranjan Lenka

Abstract Others Romance

1 Minutes   6.7K    3


Content Ranking

ହା ହା ହା ଏ ତିନି ଅକ୍ଷର କେତେ କଥା କହିଥାଏ

ବୁଝିବା ଲୋକଟି ବୁଝିଥାଏ ସିନା କିଏ ଗୁରୁତ୍ଵ ନ ଦିଏ|

ହା ହା ହା ରାଜକୀୟ ହସ ରାଜା ସଦା ହସୁଥାଏ

ହେଲେ ସେଇ ହସ ଶତ୍ରୁର ମୁହଁରୁ ଅନ୍ୟ କଥା କହୁଥାଏ|

ହା ହା ହା ଭାଇର ହସରେ ଭଉଣୀ ଫୁଲେଇ ହୁଏ

ହେଲେ ସେହି ହସ ପାଗଳ ହସିଲେ ଭାରି ମନ କଷ୍ଟ ହୁଏ|

ତୁମ ହା ହା କି କଥା କୁହଇ ତୁମକୁ ହିଁ ଜଣା ଥାଏ

ମୋର ହା ହା କେବଳ କୁହଇ ମୁଁ ତୁମକୁ ଭଲ ପାଏ|

ଚିତ୍ତରଞ୍ଜନ ଲେଙ୍କା,କଟକ

ପ୍ରେମ ହସ ପ୍ରେମିକା

Rate the content


Originality
Flow
Language
Cover design

Comments

Post


Some text some message..