Audio

Forum

Read

Contests

Language


Write

Sign in
Wohoo!,
Dear user,
କିଛି ନ ଥିବ
କିଛି ନ ଥିବ
★★★★★

© Bidyutprabha Gantayat

Romance

1 Minutes   6.7K    6


Content Ranking

କେବଳ ଦେହଟା ପୋଡି ଯିବନି

ପ୍ରେମର ଅଷାଡ଼ ପଣରେ

ଆତ୍ମ ବି ଜଳିଯିବ

ତା ଆଞ୍ଚରେ ।

କେବଳ ପ୍ରେମ ହିଁ ଅର୍ଖୀତ ହୋଇ ଯିବନି

ନିର୍ଲିପ୍ତିର ନିଗଡ଼ରେ

ଆସ୍ପୃହା ବି ଶୁଖିଯିବ

ଆତ୍ମସ୍ଲାଘାର ମରୁରେ ।

କେବଳ ସମ୍ବେଗ ହିଁ

ଲଜ୍ଜିତ ହେବନାହିଁ

ପ୍ରେମର ମୃତ୍ୟୁରେ ।

ଆବେଗର ଅନ୍ତଃସ୍ରୋତ

ଅନ୍ତରଧ୍ୟାନ ହେବ ।


ଅପ୍ରେମ ଆୟୁଷ ଯାକ

ଦୀର୍ନୋ ବିଦୀର୍ଣ୍ଣ ହେଉଥିବ

ଲୟ ହୀନ ଚେତନା ହତ

ଆଦେହ ଦେହରେ ।



ଡ ବିଦ୍ୟୁତପ୍ରଭା ଗନ୍ତାୟତ

କିଛି ନ ଥିବ ପ୍ରେମ ଅଷାଡ଼

Rate the content


Originality
Flow
Language
Cover design

Comments

Post


Some text some message..