Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhiram Sahoo

Inspirational

3  

Abhiram Sahoo

Inspirational

ଶ୍ରୀ ଚକାନୟନ

ଶ୍ରୀ ଚକାନୟନ

1 min
7.0K


ତୁମ ନେତ ପତିତପାବନ

ତୁମ ବେତ ପାତକନାଶନ

ସେ ନେତ ଦେଖିଲେ ସେବେତ ଚାଖିଲେ

ଦରଶନ ମିଳେ ସିନା

ଶ୍ରୀ ଚକାନୟନ ।୦।


ପତିତଜନଙ୍କୁ ପ୍ରଭୁ ଉଦ୍ଧାରିବାପାଇଁ

ଧର୍ମର ପତାକା ତୁମେ ଦେଇଛ ଉଡାଇ

ସେ ଧର୍ମନେତରୁ ଝରୁଛି କରୁଣା

ଥରେ ଚାହିଁଦେଲେ ମିଳେ

କୋଟି ଜନ୍ମ ପୁଣ୍ଯ

ଶ୍ରୀ ଚକାନୟନ ।୧।


ଦେହରେ ବାଜିଲେ ନେତ ଖଣ୍ଡଇ ପାତକ

ଖୋଲିଯାଏ ଭକତିର ମୁଦା ସେ ଫାଟକ

ରତ୍ନ ସିଂହାସନେ ତୁମ ଦରଶନେ

ମନେହୁଏ ସତେ କି ସେ

ବୈକୁଣ୍ଠ ଭୁବନ

ଶ୍ରୀ ଚକାନୟନ ।୨।


Rate this content
Log in

Similar oriya poem from Inspirational