କବି ଈଶ୍ୱର
କବି ଈଶ୍ୱର
1 min
1.4K
କବି, କବିତା, ଶବ୍ଦ
କିଏ କାହାକୁ ଧରା ଦିଅନ୍ତିନି ସହଜରେ
ଯଦି ମିଶି ଯାଆନ୍ତି ତିନିହେଁ
କବି ପାଲଟି ଯାଏ ଈଶ୍ୱର
କବି, କବିତା, ଶବ୍ଦ
କିଏ କାହାକୁ ଧରା ଦିଅନ୍ତିନି ସହଜରେ
ଯଦି ମିଶି ଯାଆନ୍ତି ତିନିହେଁ
କବି ପାଲଟି ଯାଏ ଈଶ୍ୱର