Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସ୍ମୃତି
ସ୍ମୃତି
★★★★★

© Indrabadal Mohanty

Inspirational

1 Minutes   1.2K    6


Content Ranking

ସ୍ମୃତି

ଇନ୍ଦ୍ରବାଦଲ ମହାନ୍ତି

ସ୍ମୃତିର ଅଲିଭା ଗାରଟିଏ ହୋଇ

ରହିଅଛୁ ଆଜି ତୁ ହୃଦୟରେ ମୋର,

ରୁପାଜହ୍ନର ସ୍ମୃତିର ପାଖୁଡାକୁ

ସାଇତି ରଖିଛି ଅମାନିଆ ମନରେ ମୋର । 

 

ଭୁଲିବାକୁ ଚେଷ୍ଟା କରି ବି

ଭୁଲିପାରୁନି ତୋର ଅଭୁଲା ସ୍ମୃତିକୁ,

ଭୁଲିବା ବାହାନାରେ

ମୋ କବିତାରେ ଦେଖେ ତୋ ଛବିକୁ । 

 

ସ୍ମୃତି ଆଜି ଅଳସ ଭାଙ୍ଗେ

ଇତିହାସର ସେ ପୁରୁଣା ଫର୍ଦରେ,

ସ୍ମୃତି ପୁଣି ଆଲୋକିତ କରେ

ଆଜି ଶିଖାଟିଏ ହୋଇ ଦୀପାଳୀର କଳ୍ପନାରେ । 

 

 **********

ସ୍ମୃତି

Rate the content


Originality
Flow
Language
Cover design

Comments

Post

Some text some message..