Audio

Forum

Read

Contests

Language


Write

Sign in
Wohoo!,
Dear user,
ଛନ୍ଦା ଚରଣ
ଛନ୍ଦା ଚରଣ
★★★★★

© Chittaranjan Lenka

Others

1 Minutes   1.2K    3


Content Ranking

ତୋ କୁହୁକ ବଂଶୀ      ଥରେ ଯେ ଶୁଣିଛି

ଶୁଭି ନାହିଁ କିଛି କାନକୁ ତାର

ହେଲେ ସେହି ସୁର        ତାକୁ ହିଁ ଶୁଭିଛି

କୋଟି ଜନମର ତପ ଯାହାର


ନ ଶୁଭିଲା ନାହିଁ        ତୋର ବଂଶୀ ସ୍ୱନ

ଏତେ ବଡ ଆଶା ଆସିବ କାହୁଁ

କେବଳ ଏତିକି         ତୋ ଛନ୍ଦା ଚରଣ

ଚିନ୍ତା କଲା ବେଳେ ଜୀବନ ଯାଉ


ଚିତ୍ତ ରଞ୍ଜନ ଲେଙ୍କା (କଟକ)

ବଂଶୀ ତପ ଆଶା

Rate the content


Originality
Flow
Language
Cover design

Comments

Post


Some text some message..