Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Lenka

Others

2  

Chittaranjan Lenka

Others

ଛନ୍ଦା ଚରଣ

ଛନ୍ଦା ଚରଣ

1 min
1.3K


ତୋ କୁହୁକ ବଂଶୀ      ଥରେ ଯେ ଶୁଣିଛି

ଶୁଭି ନାହିଁ କିଛି କାନକୁ ତାର

ହେଲେ ସେହି ସୁର        ତାକୁ ହିଁ ଶୁଭିଛି

କୋଟି ଜନମର ତପ ଯାହାର


ନ ଶୁଭିଲା ନାହିଁ        ତୋର ବଂଶୀ ସ୍ୱନ

ଏତେ ବଡ ଆଶା ଆସିବ କାହୁଁ

କେବଳ ଏତିକି         ତୋ ଛନ୍ଦା ଚରଣ

ଚିନ୍ତା କଲା ବେଳେ ଜୀବନ ଯାଉ


ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in