Audio

Forum

Read

Contests

Language


Write

Sign in
Wohoo!,
Dear user,
ଭୋର
ଭୋର
★★★★★

© Ajaya Mahala

Others

1 Minutes   1.1K    1


Content Ranking

ଭୋର

କ୍ଳାନ୍ତି ଓ ବିଶ୍ରାନ୍ତି
ହାତ ଛନ୍ଦାଛନ୍ଦି
ପାଉଁଜିର ନିୟନ୍ତ୍ରିତ ରୁଣୁଝୁଣୁ
ଅସଜଡା
ଅନ୍ଧାରୀ ପଣତର ସୀମା
ଆଉ ଏକ ବିଦାୟୀ ଚୁମ୍ବନ
ଆଖି ନଖୋଲି
ଅନୁଭବ କରିବାର ବେଳ ।

ରୋମାନ୍ସ ସକାଳ ଶାନ୍ତିପୂର୍ଣ୍ଣ ବିଶ୍ରାମ

Rate the content


Originality
Flow
Language
Cover design

Comments

Post


Some text some message..