ବାଲିର ହରିଣ
ବାଲିର ହରିଣ
1 min
6.5K
"ସବୁକିଛି ଧୂମମୟ ଅର୍ଥହୀନ
ଚିତ୍ରାର୍ପିତ ବେସୁରା ରାଗିଣୀ,
ମେଲାଣି ମାଗୁଛି ଆଜି ସ୍ବର୍ଗଦ୍ବାର
ସାମନାର ବିଷର୍ଣ୍ଣବିପଣୀ;
ଅସୂର୍ଯପଂଶାକୁ କେବେସ୍ପର୍ଶ
କରିବନି ମଳୟ ପବନ,
ଚିରନ୍ତନ ତୃଷ୍ଣାରେ ସେ
ମାୟାଚ୍ଛନ୍ନ ବାଲିର ହରିଣ।"
ପୁଷ୍ପିତା ଦାଶ୍।।