Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Abstract Tragedy

1  

Pramila Sahoo

Abstract Tragedy

ତୋ ବିନା ଭଲ ଲାଗେନା

ତୋ ବିନା ଭଲ ଲାଗେନା

1 min
1.2K


ତୋ ବିନା ସାଥି

କିଛି ଭଲ ଲାଗେନି

ସବୁ ଥାଇ ଆଜି

ଲାଗେ ଖାଲି ଖୋଲି

ଏମିତି ଭଲପାଇବା

ଦେଲୁ ଶିଖେଇ

ଭୁଲିବାକୁ ଚାହିଁଲେ

ଭୁଲି ତ ପାରୁନାହିଁ

ତୋ ବିଶ୍ୱାସ ଭରସାରେ

ଚାଲିଗଲି କିଛି ପଥ

ଏବେ ବୁଝୁଛି

ସେ ଥିଲା ମୋ ପାଇଁ

ଛଳନାର ଦିଗ.. ।



Rate this content
Log in

Similar oriya poem from Abstract