Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Others

2  

KRUTIBAS NAYAK

Others

କବିତ୍ଵ

କବିତ୍ଵ

1 min
6.7K


ସମସ୍ୟାକୁ ଧରି କହି ହେଉଥିଲେ

ବଢିବଢି ଯାଏ ତାହା

ସଂଭାବନା ଭାବ ଜାଗ୍ରତ କରିଲେ

ମିଳେ ସମାଧାନ ରାହା।

ନିଜ ଭାବନାକୁ ଯତନରେ ରଖ

ଯେତେବେଳେ ଏକା ଥିବ

ନିଜ ପ୍ରତିଶ୍ରୁତି ମନେରଖି ଥିଲେ

ଲୋକଙ୍କ ପାଖକୁ ଯିବ।

ଡାକ୍ତର କୃତ୍ତିବାସ ନାୟକ


Rate this content
Log in