ଅନାଦି ଠାକୁର
ଅନାଦି ଠାକୁର
1 min
1.3K
ଅନାଦି ଠାକୁର
**********ସୁସିଲ୍ ପାଣି
ଅନାଦି ଠାକୁର ଭିନ୍ନରୂପ ତୁମର
ଯୁଗେଯୁଗେ ତୁମ ନାନା ଅବତାର ।
ତ୍ରେତୟାରେ ରାମ ବୁଝାଇ କହିଣ
ଗୁରୁଜନେ ଭକ୍ତି ଲଘୁଜନେ ଶ୍ରଦ୍ଧା ସ୍ନେହ ।
ଦ୍ଵାପରରେ ଶ୍ୟାମ ବୁଝାଇ କହିଣ
କର୍ମ ଅଟେ ପୁଣି ସ୍ଵୟଂ ଭଗବାନ ।
ସତ୍ୟରେ ବାମନ ଉପଦେଶ ପୁଣ
ସବୁଠାରେ ଅତି ଶେଷେ ଇତି ଜାଣ ।
କଳିରେ କାଳିଆ ପ୍ରେରଣା ଦେଇଣ
ଭକ୍ତି ଭାବେ ଭକ୍ତ ପାଏ ଯେ ଦର୍ଶନ ।