Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅନାଦି ଠାକୁର
ଅନାଦି ଠାକୁର
★★★★★

© Susil Pani

Abstract

1 Minutes   1.3K    6


Content Ranking

ଅନାଦି ଠାକୁର
**********ସୁସିଲ୍ ପାଣି


ଅନାଦି ଠାକୁର ଭିନ୍ନରୂପ ତୁମର 
ଯୁଗେଯୁଗେ ତୁମ ନାନା ଅବତାର ।
ତ୍ରେତୟାରେ ରାମ ବୁଝାଇ କହିଣ 
ଗୁରୁଜନେ ଭକ୍ତି ଲଘୁଜନେ ଶ୍ରଦ୍ଧା ସ୍ନେହ ।
ଦ୍ଵାପରରେ ଶ୍ୟାମ ବୁଝାଇ କହିଣ 
କର୍ମ ଅଟେ ପୁଣି ସ୍ଵୟଂ ଭଗବାନ ।
ସତ୍ୟରେ ବାମନ ଉପଦେଶ ପୁଣ 
ସବୁଠାରେ ଅତି ଶେଷେ ଇତି ଜାଣ ।
କଳିରେ କାଳିଆ ପ୍ରେରଣା ଦେଇଣ 
ଭକ୍ତି ଭାବେ ଭକ୍ତ ପାଏ ଯେ ଦର୍ଶନ ।

 

ଅନାଦି ଠାକୁର

Rate the content


Originality
Flow
Language
Cover design

Comments

Post

Some text some message..