Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramod Kumar Jena

Tragedy

3  

Pramod Kumar Jena

Tragedy

ପ୍ରଜାପତି

ପ୍ରଜାପତି

1 min
661


ଉଡୁଥିଲି ଯେବେ       ଏ ଫୁଲୁ ସେ ଫୁଲ

ଧାଇଁଲ ପଛରେ ମୋର

ସୁନ୍ଦର ରୂପରେ           ଆକର୍ଷିତ ହୋଇ

ଧରିଲ ମୋ ଦୁଇ ପର


ଭାଙ୍ଗି ଡେଣା ମୋର    ଫିଙ୍ଗି ଦେଲ ତଳେ

ଆଦର ସୁହାଗ କାହିଁ

କାହା ପାଦ ତଳେ      ପ୍ରାଣ ଗଲା ମୋର

ଥରେ ତ ଦେଖିଲ ନାହିଁ

ପ୍ରମୋଦ କୁମାର ଜେନା ©



Rate this content
Log in