Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ranjan Kumar Brahma

Others

5.0  

Ranjan Kumar Brahma

Others

ସ୍ବପ୍ନ

ସ୍ବପ୍ନ

1 min
3.0K


** ସ୍ବପ୍ନ **
( ରଞ୍ଜନ କୁମାର ଵ୍ରହ୍ମା ,
ଶିକ୍ଷକ- CRCC
ଚିକିଟୀ ଗଡ଼ )
କେବେ କେବେ

ସୁନା ପିଲା ପରି

ଛପି ଛପି ଆସେ

ଭିଡି ଧରେ

ସୁନ୍ଦର ଚେହେରା ।


ନା ସେ ମୋତେ ଛାଡେ

ନା ମୁଁ ତାକୁ ।।୧।।


କେବେ କେବେ

ଚକ୍ରବାକୋ ସାଜି

ତା ପଥକୁ ଜଗେ

ଆସିବ ମୋ ପାଇଁ ।


ପୁଲକ ଆଣିବ

ଦକ୍ଷ ବନେଇଵ

ସଞ୍ଚାର ଭରିଵ

ମୋ ଠେଈଂ ।।୨।।


ଦୁଃଖୀ ଅସହାୟ

ଫୁଟ୍ ପାତ ଜୀବନର

ଭଗ୍ନ ମନଟି ପାଇଁ

ଶେଫାଳି ପରି ।


ଶୁଦ୍ଧ ଜୀବନର

ଅଧିକାରୀ ହୋଇ ବି

ଦିର୍ଘାୟୁ ଆଦୌ ନୁହେଁ ।।୩।।


ସେ ସଭିଙ୍କର

ପାଗଳ ଭଁଅରଟି ,

ସମସ୍ତେ ତାହାର

ତା'ର କେହି ନୁହଁ ।।୪।।

******


Rate this content
Log in