Audio

Forum

Read

Contests

Language


Write

Sign in
Wohoo!,
Dear user,
ଗୁରୁ
ଗୁରୁ
★★★★★

© Susil Pani

Inspirational

1 Minutes   6.8K    1


Content Ranking

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ଵର ।

ଗୁରୁ ହିଁ ପରମତପ ଏହି ବିଶ୍ଵ ସଂସାର ।।(୧)

ଗୁରୁଙ୍କଠାରେ ନାହିଁ ଭେଦ ଭାବ ଉଚ ନିଚ ପ୍ରକୃତି ।

ଗୁରୁହିଁ ସର୍ବ ଧର୍ମ ସମନ୍ଵୟ ରଖନ୍ତି ।।(୨)

ଗୁରୁଙ୍କୁ ନତୁଳିବ ସମ ସାଧାରଣ ମନୁଷ୍ୟ ସାଥିରେ ।

ଗୁରୁ ଜ୍ଞାନ ବିଦ୍ୟାଦାତା ଜ୍ଞାନ ଚକ୍ଷୁ ଖୋଲନ୍ତି ।।(୩)

ଅଜ୍ଞାନ ରୂପକ ଅନ୍ଧକାର ଗୁରୁ ଦୂର କରନ୍ତି ।

ଜ୍ଞାନ ରୂପକ ଆଲୋକରେ ଶିଷ୍ୟ ମନ ମୋହନ୍ତି ।(୪)

ଗୁରୁ ଯେ ଅଟନ୍ତି ସମ ଯେ ମଳୟ ପବନ ।

କାଠ ରୁପି ଶିଷ୍ୟକୁ ସେ ଯେ କରନ୍ତି ଚନ୍ଦନ ।।(୫)

ଗୁରୁ ଯେ କରନ୍ତି ମୋକ୍ଷ ଏ ଜଗତ ସଂସାରେ ।

ଗୁରୁଙ୍କୁ କି ଉପମା ଦେବା ନାହିଁ ଭାଷା ଶବ୍ଦ କୋଷରେ।।( ୬)

@ସୁସିଲ୍ ପାଣି,ପୁରୀ ।

ଗୁରୁ ବିଶ୍ଵ ଭାଷା

Rate the content


Originality
Flow
Language
Cover design

Comments

Post


Some text some message..