Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Inspirational

2  

Susil Pani

Inspirational

ଗୁରୁ

ଗୁରୁ

1 min
7.2K


ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ଵର ।

ଗୁରୁ ହିଁ ପରମତପ ଏହି ବିଶ୍ଵ ସଂସାର ।।(୧)

ଗୁରୁଙ୍କଠାରେ ନାହିଁ ଭେଦ ଭାବ ଉଚ ନିଚ ପ୍ରକୃତି ।

ଗୁରୁହିଁ ସର୍ବ ଧର୍ମ ସମନ୍ଵୟ ରଖନ୍ତି ।।(୨)

ଗୁରୁଙ୍କୁ ନତୁଳିବ ସମ ସାଧାରଣ ମନୁଷ୍ୟ ସାଥିରେ ।

ଗୁରୁ ଜ୍ଞାନ ବିଦ୍ୟାଦାତା ଜ୍ଞାନ ଚକ୍ଷୁ ଖୋଲନ୍ତି ।।(୩)

ଅଜ୍ଞାନ ରୂପକ ଅନ୍ଧକାର ଗୁରୁ ଦୂର କରନ୍ତି ।

ଜ୍ଞାନ ରୂପକ ଆଲୋକରେ ଶିଷ୍ୟ ମନ ମୋହନ୍ତି ।(୪)

ଗୁରୁ ଯେ ଅଟନ୍ତି ସମ ଯେ ମଳୟ ପବନ ।

କାଠ ରୁପି ଶିଷ୍ୟକୁ ସେ ଯେ କରନ୍ତି ଚନ୍ଦନ ।।(୫)

ଗୁରୁ ଯେ କରନ୍ତି ମୋକ୍ଷ ଏ ଜଗତ ସଂସାରେ ।

ଗୁରୁଙ୍କୁ କି ଉପମା ଦେବା ନାହିଁ ଭାଷା ଶବ୍ଦ କୋଷରେ।।( ୬)

@ସୁସିଲ୍ ପାଣି,ପୁରୀ ।


Rate this content
Log in

Similar oriya poem from Inspirational