Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Others

2  

Pramila Sahoo

Others

ଅଧାରାସ୍ତାରେ ଜୀବନ

ଅଧାରାସ୍ତାରେ ଜୀବନ

1 min
1.1K


ହସି ହଉଚି ନା କାନ୍ଦି ହଉଚି
ନା ସହି ହଉଚି ନା କହି ହଉଚି
ଅଧା ରାସ୍ତାରେ ବସିଚି ଏକା
ଆଗକୁ ଚାଲିବାକୁ ଅଛି କିଛି ରାସ୍ତା
ପଛକୁ ଫେରିଲେ ଲୁହ ସାଗର
ଆଗକୁ ଯିବାକୁ ମାଡୁଛି ଡର
ହେଲେ ଏତ ଜୀବନ ଅନ୍ୟ ଖୁସି
ଆଗରେ ନିଜେ ହୁଅ ପଥର
ସମ୍ପର୍କ ଗଢ଼ା ହୁଏ ଅତି ଆଦରରେ
ଭାଙ୍ଗି ଗଲେ ସବୁ ହୁଏ ଛାରଖାର......

 

ପ୍ରମିଳା ସାହୁ...

 


Rate this content
Log in