Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

puspa Sabar

Tragedy

3  

puspa Sabar

Tragedy

ଦେଖିବ ଆସ

ଦେଖିବ ଆସ

1 min
456


ଦେଖିବ ଆସ

ମୁଁ ଲୁହ ପିଇ ପିଇ

କେମିତି ବଞ୍ଚିଛି

ତୁମେ ପର କରି

ଚାଲିଗଲା ପରେ ।

ଦେଖିବ ଆସ

ମୁଁ ତୁମ କଥା

କେତେ ଯେ ଭାବୁଛି

ତୁମେ ମୋତେ

ଭୁଲିଗଲା ପରେ ।

ଦେଖିବ ଆସ

ମୁଁ କେମିତି କାନ୍ଦୁଛି

ମୋ ସବୁ ହସ

ସରିଗଲା ପରେ ।


Rate this content
Log in

More oriya poem from puspa Sabar

Similar oriya poem from Tragedy