Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Romance Abstract Others

2  

Chittaranjan Lenka

Romance Abstract Others

ପ୍ରେମର ମହତ୍ତ୍ୱ

ପ୍ରେମର ମହତ୍ତ୍ୱ

1 min
1.3K


ଉପାସେ ରହିଲେ   ବୁଝି ହୋଇଯାଏ

ଖାଦ୍ୟର ପ୍ରକୃତ ମାନ

ଅଭାବେ ରହିଲେ  ସିନା ଜାଣିହେବ

ଧନର କି ପ୍ରୟୋଜନ?


କେତେ ପ୍ରେମ କିଏ   କରିସାରିଲେଣି

ଏ ଧାରା ଲାଗି ରହିବ

ପ୍ରକୃତ ପ୍ରେମର  ମହତ୍ୱ କେବଳ

ବିରହୀ ପ୍ରେମୀ କହିବ



ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in