କର୍ମ କୃଷ୍ଣ
କର୍ମ କୃଷ୍ଣ
ନାହିଁ ଅଧିକାର ମୋର
ଜନ୍ମ ଅବା ଧର୍ମରେ,
ଅଧିକାର ଏକା ମୋର
ଅଛି ଖାଲି କର୍ମରେ।
ହେ କୃଷ୍ଣ ସେଇ କର୍ମ ରୂପେ
ବିରାଜ ମୋ ହୃଦୟେ,
ଶୁଣୁଥିବି ବଂଶୀ ସ୍ବନ
'ମୁଁ'କାରର ବିଲୟେ।।
ନାହିଁ ଅଧିକାର ମୋର
ଜନ୍ମ ଅବା ଧର୍ମରେ,
ଅଧିକାର ଏକା ମୋର
ଅଛି ଖାଲି କର୍ମରେ।
ହେ କୃଷ୍ଣ ସେଇ କର୍ମ ରୂପେ
ବିରାଜ ମୋ ହୃଦୟେ,
ଶୁଣୁଥିବି ବଂଶୀ ସ୍ବନ
'ମୁଁ'କାରର ବିଲୟେ।।