ଅଭିମାନୀ ପ୍ରିୟା
ଅଭିମାନୀ ପ୍ରିୟା
1 min
6.7K
ରୂପସୀର ନୀଳ ଆଖି
ମୋ ଆଖିକୁ ନେଲା ଟାଣି
ଗୋଲାପିର ଗୋଲାପି ଓଠ
ହୃଦୟକୁ ଦେଲା ଜିଣି
ହୃଦୟରେ ଅଛ ହୃଦୟ ରାଣୀ
ହେଲେ ଛୁଇଁ ପାରୁନାହିଁ
ମୋର ହେଇନ ହେଲେ
ଏତେ ଭଲ ପାଏ କାହିଁ
ତୁମେ କେମିତି ଜାଣିବ
ତୁମେ ବିନା କେମିତି ବଞ୍ଚିଛି
ଦିନେ ନୁହେଁ ପ୍ରିୟା
ପ୍ରତି ମୁହୂର୍ତ୍ତେ ପଡୁଛି ।
ଡିସେମ୍ବର ମେହେର
ଗଣ୍ଡାବାହାଲି ନୂଆପଡା