Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

K. Nirmal

Others

3  

K. Nirmal

Others

ନାରୀ ହୋଇଯିବେ ଲୁପ୍ତ

ନାରୀ ହୋଇଯିବେ ଲୁପ୍ତ

1 min
5.0K


ସ୍ୱାଧୀନ ଦେଶରେ ପରାଧୀନ ଆମେ

ଜୀବନର ସଙ୍ଗ୍ରାମରେ,

ଦୁରାଚାରି ଏଠି ପ୍ରବଳୁ ପ୍ରବଳ

ରାକ୍ଷସର ରୁପ ଧରେ ।

ଖିନ୍ ଭିନ୍ କରି ରକତ ଶୋଷନ୍ତି

ମେଣ୍ଟାଇ ଆଦିମ ଶୋଷ,

ତଥାପି ମେଣ୍ଟିନି ରାକ୍ଷସୀ ପିପାସା

ରହିଛି ତା ଅବଶୋଷ ।

ନାରୀ ଜନ୍ମ ସତେ ପାପ ତ ଏଇଠି

ମରତ ନରକ ଆଜି ।

କେଉଁ ଅପରାଧେ ଦଣ୍ଡ ଦିଏ ପ୍ରଭୁ

ମଣିଷ ରାକ୍ଷସ ସାଜି ।

ସଂସାରଟା ଆଜି ଲାଗୁଛି ଯେମିତି

ନାରୀଜାତି ହେବ ଲୋପ ,

ଭଗିନୀ ଜନନୀ ଜାୟା ନ ରହିଲେ

ସଂସାର ହେବ ବିଲୋପ ।

କେ.ନିର୍ମଳ

ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)

ମୋବାଇଲ:-୯୫୬୬୧୧୩୬୦୭

Gmail :- nirmakn270@gmail.com


Rate this content
Log in