Audio

Forum

Read

Contests

Language


Write

Sign in
Wohoo!,
Dear user,
ବନ୍ଧୁ !
ବନ୍ଧୁ !
★★★★★

© Hrushikesh Satpathy

Inspirational

1 Minutes   6.7K    5


Content Ranking

ବନ୍ଧୁ ଭାବରେ

 ମନ କିଣି ନେଇ

  ସାଇତି ରଖିଲ

   ନିଭୃତ କୋଣେ।


ଧନ୍ୟବାଦ ଦେଇ

 ପର କର ନାହିଁ

  ମୁଁ ପରା ତୁମର 

   ନିଜର ଜଣେ ।


ଦୁଃଖ ଦରିଆରେ

 ଭାସୁଥାଏ ଯେବେ

  ରାତି ଦିନ ଖାଲି

   ତୁମକୁ ଭାବେ ।


ସୁଖ ସମୟରେ 

 ସୁଖ ବାଣ୍ଟି ନିଅ

  ଏତିକି ମାତର

   ବନ୍ଧୁକୁ ମାଗେ।

ବନ୍ଧୁ ନିଭୃତ ଧନ୍ୟବାଦ

Rate the content


Originality
Flow
Language
Cover design

Comments

Post


Some text some message..