Audio

Forum

Read

Contests

Language


Write

Sign in
Wohoo!,
Dear user,
ମୂଷା ଭାଇନା
ମୂଷା ଭାଇନା
★★★★★

© Pramila Sahoo

Others

1 Minutes   1.3K    5


Content Ranking

ମୂଷା ଭାଇନାର ଭାରି ଇଚ୍ଛା
ବାଇକ୍ ପାଇଁ ନିତି ମାଗୁଛି ପଇସା
ମୂଷା ବୋଉ ଧାନ ଚୋରାଏ ସବୁ
ସାଇତି ରଖିଛି ଧାନସବୁ ବହୁ ଦିନରୁ
ଧାନ ଦେଇ ଆଣିଲା ପଇସା
ମୂଷା ଭାଇନାକୁ ବାଇକ୍ ଦେଲା ଏକା
ବାଟେ ଯାଉଥିଲା ମୂଷା ଭାଇନା
କଳମ ଶାଗ ଗଛରେ ଦେଲା ପିଟି
ଗୋଡ଼ ହାତ ଗଲା ଭାଙ୍ଗି
ମୂଷା ଭାଇନା ବସିଛି ବିକଳରେ ଏକା
ପାଖରେ ବିଲେଇ ମାଉସୀର ଘର
ଆମ୍ବୁଲାନ୍ସକୁ ଫୋନ କଲା ସହଳ
ନେଇଗଲେ ଡାକ୍ତରଖାନାକୁ
ଔଷଧ ଆଣି ଫେରିଲା ଘରକୁ
ମୂଷା ଭାଇନା କାନ୍ଦେ ବସି
ଏମିତିକା ଭୁଲ ଆଉ କେବେ କରିବି ନାହିଁ....
ପ୍ରମିଳା ସାହୁ

ମୂଷା ଭାଇନା

Rate the content


Originality
Flow
Language
Cover design

Comments

Post


Some text some message..