Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Others

2  

Pramila Sahoo

Others

ମୂଷା ଭାଇନା

ମୂଷା ଭାଇନା

1 min
1.3K


ମୂଷା ଭାଇନାର ଭାରି ଇଚ୍ଛା
ବାଇକ୍ ପାଇଁ ନିତି ମାଗୁଛି ପଇସା
ମୂଷା ବୋଉ ଧାନ ଚୋରାଏ ସବୁ
ସାଇତି ରଖିଛି ଧାନସବୁ ବହୁ ଦିନରୁ
ଧାନ ଦେଇ ଆଣିଲା ପଇସା
ମୂଷା ଭାଇନାକୁ ବାଇକ୍ ଦେଲା ଏକା
ବାଟେ ଯାଉଥିଲା ମୂଷା ଭାଇନା
କଳମ ଶାଗ ଗଛରେ ଦେଲା ପିଟି
ଗୋଡ଼ ହାତ ଗଲା ଭାଙ୍ଗି
ମୂଷା ଭାଇନା ବସିଛି ବିକଳରେ ଏକା
ପାଖରେ ବିଲେଇ ମାଉସୀର ଘର
ଆମ୍ବୁଲାନ୍ସକୁ ଫୋନ କଲା ସହଳ
ନେଇଗଲେ ଡାକ୍ତରଖାନାକୁ
ଔଷଧ ଆଣି ଫେରିଲା ଘରକୁ
ମୂଷା ଭାଇନା କାନ୍ଦେ ବସି
ଏମିତିକା ଭୁଲ ଆଉ କେବେ କରିବି ନାହିଁ....
ପ୍ରମିଳା ସାହୁ


Rate this content
Log in