Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sasmita sahu

Inspirational

3  

sasmita sahu

Inspirational

ଚିଲିକା

ଚିଲିକା

1 min
6.7K


ଧୂମାଳ ଆକାଶ ତଳେ

ଏ ନୀଳ ନିର୍ବାଣ

ତୋ ମାୟାମୟ ନିଡେ

ଗୁନ୍ଥା ଯେତେ

ପ୍ରେମ ପିଆଲାର ଭାଷା

ତୋ ହୀରା ଖଚିତ ଶାଢ଼ୀ ଉପରେ

ଆଇରୋଂନର ଦାଗ

ବାସ୍ତବତାର ଶ୍ୟାହିରେ

ଯେମିତି ବତୁରା ଶବ୍ଦ

ତୋ ପୁର୍ନଗଭଆ ଏ ପାଖେ

ମୁଁ ପ୍ରଶ୍ନବାଚୀ.....?

ଭାଲେରୀ ଉହାଡୁ ତୋ ଡାକ

ନିଝୁମ ରାତିର ତୋ ହସ

ଜଞ୍ଜାଳର ବୋକ୍ଚା ଆଡେଇ

ଯାଇ ନ ପାରି

ସନ୍ତୁଳି ହୁଏ ଯାହା ଖାଲି

ଦଣ୍ଡେ ଖରା ଦଣ୍ଡେ ଛାଇ।

ବାଣୁଆ ର ବନ୍ଧୁକ ବିଭୀଷିକା ତଳେ

ନଳ ବନର ଅତର୍କିତ ଡାକ

ବିଚଳିତ କରେ ବାରମ୍ବାର

ଦେହ ଆଉ ମନ ମୋର।

- ସସ୍ମିତା ସାହୁ


Rate this content
Log in

More oriya poem from sasmita sahu

Similar oriya poem from Inspirational