କବିତା
କବିତା
1 min
6.9K
ବର୍ଷାରେ ଭିଜିବାକୁ ଭଲଲାଗେ ମତେ
ମୋ ପ୍ରିୟା ନା ବର୍ଷା ବୋଲି
ଜହ୍ନକୁ ଦେଖିଲେ ଲାଗେ ଭାରି ସୁନ୍ଦର
ମୋ ପ୍ରିୟାର ମୁହଁପରି
ଆଖି ତାହାର ବନ ହରିଣୀ
ସତେଯେମିତି ସରଗର ରାଣୀ
ଚାଲିଗଲେ ସିଏ ଛୁଟେ ମହକ
କସ୍ତୁରୀ ବାସ ପରି
ମନଟି ତାହାର ଅତି କୋମଳ
ସତେ ଯେମିତି ଫୁଲପରି........
ପ୍ରମିଳା ସାହୁ