Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Titi Sarangi

Others

2  

Titi Sarangi

Others

ବିଦାୟ ଶ୍ରାବଣୀ

ବିଦାୟ ଶ୍ରାବଣୀ

1 min
7.0K


ଶ୍ରାବଣର ହାତଧରି

ବର୍ଷାଝରା ରାତି ସାଥେ

ଚାଲିଯିବ ଶ୍ୟାମଳି ଶ୍ରାବଣୀ ,

କେତେ ଲୁହ ଢାଳିଛି ସେ

ପୃଥିବୀର ଖୁସି ପାଇଁ

ସାକ୍ଷୀ ତାର ମହାନଦୀ ପାଣି ।

କିଏ ବା ଖୋଜିବ ତାକୁ

ବିଭୋର ସମସ୍ତେ ଏଠି

ସମୟର ନୂତନ ଛବିରେ

ସେ କେବଳ ରହିଯିବ

ମନ ଲୋଭା ସ୍ମୃତିଟିଏ ହୋଇ

କେତେ ଗଳ୍ପ କବିତା ଭିତରେ।


Rate this content
Log in