Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଶ୍ରାବଣୀବର୍ଷା (ଅନ୍ଥଃସ୍ୱର-୮୩ )
ଶ୍ରାବଣୀବର୍ଷା (ଅନ୍ଥଃସ୍ୱର-୮୩ )
★★★★★

© Ram Prasad Bisoi

Tragedy

1 Minutes   1.2K    3


Content Ranking

ହୃଦୟର ବାର୍ତ୍ତା ଶୁଣିବି 

ଅବୁଝା ,

ରାତିସାରା ତା ସହ 

ଲୁହରେ ଭିଜିଛି 

ତକିଆ,

ଅପରାଧବୋଧ ନେଇଚାଲିଛି ଜିଦିଆ ରାସ୍ତାରେ 

କହି,

ଆଉ କଦାପି ଗଡାଇବି ନାହିଁ ଲୁହ

ପଶ୍ଚାତାପରେ ନିଠର ବନିଛି ଦୁଇନୟନ ଯୁଗଳ--.!

ବିଡମ୍ବନା,

ଏତିକି ଯେ ଛଦ୍ମବେଶୀ ନାୟିକାର ନାଁ ଶ୍ରାବଣୀ ବର୍ଷା ଅଶ୍ରୁଲେଖା---!!

©®କାଶ୍ୟପ (ରାମପ୍ରସାଦବିଶୋଇ)

ହୃଦୟ ପଶ୍ଚାତାପ ବିଡମ୍ବନା

Rate the content


Originality
Flow
Language
Cover design

Comments

Post

Some text some message..