Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Tragedy

2  

Ram Prasad Bisoi

Tragedy

ଶ୍ରାବଣୀବର୍ଷା (ଅନ୍ଥଃସ୍ୱର-୮୩ )

ଶ୍ରାବଣୀବର୍ଷା (ଅନ୍ଥଃସ୍ୱର-୮୩ )

1 min
1.2K


ହୃଦୟର ବାର୍ତ୍ତା ଶୁଣିବି 

ଅବୁଝା ,

ରାତିସାରା ତା ସହ 

ଲୁହରେ ଭିଜିଛି 

ତକିଆ,

ଅପରାଧବୋଧ ନେଇଚାଲିଛି ଜିଦିଆ ରାସ୍ତାରେ 

କହି,

ଆଉ କଦାପି ଗଡାଇବି ନାହିଁ ଲୁହ

ପଶ୍ଚାତାପରେ ନିଠର ବନିଛି ଦୁଇନୟନ ଯୁଗଳ--.!

ବିଡମ୍ବନା,

ଏତିକି ଯେ ଛଦ୍ମବେଶୀ ନାୟିକାର ନାଁ ଶ୍ରାବଣୀ ବର୍ଷା ଅଶ୍ରୁଲେଖା---!!

©®କାଶ୍ୟପ (ରାମପ୍ରସାଦବିଶୋଇ)


Rate this content
Log in

Similar oriya poem from Tragedy