Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amita Mohanty

Romance

2  

Amita Mohanty

Romance

ସ୍ୱପ୍ନର ନୀଡ଼

ସ୍ୱପ୍ନର ନୀଡ଼

1 min
6.9K



ବର୍ଷ ବର୍ଷ ଅନେକ ବର୍ଷ

ତୁମ ପାଇଁ ନୀଡ଼ ରଚୁଥାଏ

ସ୍ୱପ୍ନର ସ୍ମ୍ରୁତିରେ ଗଢ଼ା ଏ ନୀଡ଼

ଶେଷ କେବେ ଜାଣେ ନାହିଁ...

ମନର ମହକକୁ ନେଇ

ସୀମାହୀନ ସୋହାଗରେ

ହୃଦୟର ମଧ୍ୟାକର୍ଷଣରେ

ତୁମକୁ ଆକର୍ଷିଵି ନୀଡ଼କୁ...

ତୁମ ଓଠର ଧାରେ ହସରେ

ଉଜ୍ଜ୍ୱଳି ଦିଶିବ ନୀଡ଼

ତୁମ ପଦପାଦର ସ୍ପର୍ଶରେ ||


ଶିହରଣ ଖେଳିଯିବ ଚତୁର୍ଦିଗ....

ଏ ନୀଡ଼ ଖାଲି ଏ ପ୍ରତୀକ

ତୁମ ଆସିବାକୁ ପ୍ରତିକ୍ଷା

ତୁମେ ଲୋଡା ବୋଲି

ରଚିଛି ଏ ସ୍ୱପ୍ନର ନୀଡ଼ ...

ନୀଡ଼ ଆଉ ତୁମେ

ଅତି ଆପଣାର

ଯେମିତି ଆକାଶ ଓ ନୀଳିମା

କଇଁ ଆଉ ଚନ୍ଦ୍ରମା.......||


ଅମିତା ମହାନ୍ତି

କଟକ ସିଡିଏ


Rate this content
Log in