Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Others

2  

Akshayakumar Dash

Others

ନିଶୁଣି

ନିଶୁଣି

1 min
95


ଭୂମି ଉପରକୁ ଯିବାକୁ

ନିର୍ଦ୍ଦିଷ୍ଟ ସ୍ଥାନକୁ ବା ତା' ଉପରକୁ

ନିଶୁଣିଟେ ଲୋଡ଼ା ,

ଫଳିବାଟେ ଚଢି ହାତଦୁଇ ଭରାଦେଇ

ଉପରକୁ ଉଠିଉଠି ଯିବା ଏକ କଳ। ,

ଏମିତି ବି ଭରାଦେଇ

ଚାଲିବାକୁ ଶିଖିବାକୁ ପିଲା ବେଳୁ

ଲୋଡ଼ା ହୋଇଥିଲା କାଠ ଘୋଡା ।

ଲୋକେକୁହନ୍ତି ମଣିଷର

ସ୍ୱାର୍ଥ ଥିଲେ ଲୋଡ଼ା ନିଶୁଣି,

ଚଡିବାକୁହେବ ପାଆଚ

ପହଞ୍ଚିବାକୁ ଅପହଞ୍ଚ ଇଲାକାରେ

ଧରିବାକୁ ପାରା ବା

ସୁନାର ମୁରଗୁଣୀ ।

ପଶୁପକ୍ଷୀମାନଙ୍କର

ପର ଅଛି ନଖ ପରି ନଙ୍ଗରରେ

ଚଢ଼ିଯିବେ ଗଛ ଅବା

ଉଡିଯିବେ ଆକାଶକୁ

କାହା ଆଶ୍ରା କାହା କାନ୍ଧ ଚଢି ଭରସ।ରେ

ବଂଚିବାକୁ ଶିଖିନାହିଁ ଜନ୍ମ ଦିନରୁ ।

ଲୁଡୁଖେଳପରି ସାପଲାଞ୍ଜ

ଶିଡି ପରି ଉପରକୁ ଯାଉ ଚଡି

ହାରଜିତ ଉତ୍ଥାନପତନ

ହାତଗୋଡ ଥିବାଯାଏ ଲଢ଼ି

ନିଜେ ଶଢିପୋଡି

ଯୋଡୁଥିବା ସମ୍ପର୍କର ସେତୁ

କହିବାକୁ କେ ନଥିବା

ସ୍ୱର୍ଗକୁ ନିଶୁଣି ।



Rate this content
Log in