Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

ଅଣ କବି

ଅଣ କବି

1 min
165



କବି ନୁହେଁ ମୁଁ ଏକ ଅଣ କବି 

  କବିତା ଚୋରି କରିବି

ଫେସବୁକରୁ ଚୋରି କରିବି

 ସବୁ ଗ୍ରୁପରେ ରହିବେ ।


ସମସ୍ତଙ୍କ କବିତାରୁ ଅଧା ନେବି

 ମୋ ନାମ ଦେଇ ଲେଖିବି ।


ଶଦ୍ଦ ଚେଞ୍ଜ କରିଦବି କବିତା ଧାଡି

 ଚେଞ୍ଜ କରି ପୋଷୃ କରିବି

ଇଆଡୁ ସିଆଡୁ ଲେଖିବି ମୁଁ ନଭାବି

 ଯାହା ଇଚ୍ଛା ମୁଁ ଲେଖିବି ।


ଚୋରି କରି ମୁଁ କବିତା ବହୁତ 

 ପତ୍ରିକାରେ ବାହର କରିବି

କବିତା କିଛି ଲେଖିଦେଲେ ମୁଁ ଟେକେ

 ମାନପତ୍ର ଟିଏ ପାଇବି ।


ଭାବରୁ କଣ ମିଳେ ଗଳ୍ପକୁ କବିତା

 ମୁଁ ଏକ ଅଣ କବି

କବିତାକୁ ଗଳ୍ପ କମେଣ୍ଟ ମୁଁ କରେ

 ମୁଁ ଏକ ଅଣ କବି ।


କବିତା ଚୋର ମୁଁ ଧରା ପଡି ଗଲେ

 ତାକୁ ମୁଁ ଧମକ ଦେବି

ହେ କବିବର କବିତା ନ ଚୋରି କର

 ଧନ୍ୟବାଦ ତମକୁ ଦେବି ।


Rate this content
Log in