Audio

Forum

Read

Contests

Language


Write

Sign in
Wohoo!,
Dear user,
ସୈନିକ
ସୈନିକ
★★★★★

© Maheswar Kabi

Inspirational

7 Minutes   7.0K    3


Content Ranking

                 ଆମ ଦେଶର ତୁମେ ଅଟ ରକ୍ଷକ ,                   ସଭିଁଏ ତୁମକୁ କୁହନ୍ତି ସୈନିକ ।

                  ବାଜିରେ ଜୀବନ ଦେଇଛ ଲଗାଇ ,                   ଦେଶର ରକ୍ଷା କର ଜୀବନକୁ ଦେଇ ।

                  ସାରା ଦେଶକୁ ଦେଇ ତୁମେ ସୁରକ୍ଷା ,                   ଯୁଦ୍ଧକୁ କରିଛ ଜୀବନର ଦୀକ୍ଷା ।

                  ଦେଶର ସୀମାନ୍ତରେ ରହିଛ ବୋଲି ,                   ଦେଶ ଭିତରେ ଆମେ ପାରୁଛୁ ଚାଲି ।

                  ପାଉଛ ତୁମେ ସଭିଁଙ୍କ ଆଶୀର୍ବାଦ ,                   ତୁମ ଉପରୁ ହଟିଯାଉ ବିପଦ ।

                  ତୁମର ଧୈର୍ଯ୍ୟ ଓ ତୁମ ସାହସ ,                   ଶତ୍ରୁଙ୍କ ସେନାକୁ କରିଦିଏ ନାଶ ।

                  ତୁମ ଉପରେ ଆମେ ରଖି ବିଶ୍ୱାସ ,                   ଶାନ୍ତିରେ ସଭିଁଏ ମାରୁ ନିଶ୍ୱାସ ।

                  ତୁମ ଠାରୁ ବଡ ଦେଶପ୍ରେମୀ ନାହିଁ ,                   ଜୀବନ ଦେଉଛ ତୁମେ ଦେଶ ପାଇଁ ।

                  ଜୀବନ ତୁମ ତ୍ୟାଗ, ଶୌର୍ଯ୍ୟର ପ୍ରତୀକ ,

ଏ ଦେଶର ତୁମେ ମହାନ ନାୟକ ।

                 

inspirational soldier the true hero of the nation

Rate the content


Originality
Flow
Language
Cover design

Comments

Post


Some text some message..