Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SIPRA NAMTA

Others

2  

SIPRA NAMTA

Others

ତୁମେ ଖାଲି ତୁମେ

ତୁମେ ଖାଲି ତୁମେ

1 min
6.9K


ତୁମେ ଖାଲି ତୁମେ

*************


ଗାଢ ଲୋହିତ ରଙ୍ଗ

ଭରି ଦେଇଛି ଯେ କିଏ

ରାତ୍ରୀର ବିଗତ ଆୟୁଷ

ଦିବସ ର ଅସ୍ତ ରାଗେ

ତା 'ସାଥେ ହୃଦୟ ର ରଙ୍ଗର

କି ସମ୍ପର୍କ ଅଛି ଯେ .....!!


ସୀମାହୀନ ବ୍ୟୋମ ତଳେ

ଚିମୁଟାଏ ଧରା

ତା'ସାଥେ ସମ୍ପର୍କର ଖିଅ ଟିଏ ଯୋଡା

ଭୂ ଗର୍ଭର ଅନନ୍ତ ଜଳରାଶି ମଧ୍ୟେ

ତୁମେ ଖାଲି ତୁମେ ଅଛ

ସବୁଠି ଏ ବାୟୁ ମଣ୍ଡଳେ ।।

----- ***** ------

ସିପ୍ରା ନାମତା ,ନମ୍ରତା

ବାରିପଦା

8249850168


Rate this content
Log in