Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ପଥେ
ଜୀବନ ପଥେ
★★★★★

© Dr. Diptiranjan Behera

Others

1 Minutes   6.7K    8


Content Ranking

ଜୀବନ ପଥେ

-------

ଦୁଃଖ ପରେ ସୁଖ ଆସେଲୋ ସଜନି

ରାତି ପରେ ପୁଣି ଦିନ

ତୁ ଆଜି ଅଛୁକାଲି ବି ରହିବୁ

ତୋ ପାଖେ ଅଛି ମୋ ମନ ||

 

ଦେହ ପୁଷ୍ପେ ତୋର ମଧୁମକ୍ଷି ହେବି

ସେମିତି ମଣିଷ ନୁହେଁ

ମନ ବଗିଚାରେ ମାଳିଟିଏ ସାଜି

  ସଦା ରହିବାକୁ ଚାହେଁ ||

ପ୍ରେମ ଓ ବାସ୍ତବ ଜୀବନ

Rate the content


Originality
Flow
Language
Cover design

Comments

Post


Some text some message..