ସଂଳାପ-୩୬
ସଂଳାପ-୩୬
1 min
6.3K
ସଂଳାପ-୩୬
ତଥାଗତ !
ମତେ ଦିଅ ,
ମୁକ୍ତି ! ନିର୍ବାଣ ନୁହେଁ ମୋ କାମନା ।
ମୋହ ମାୟା ବନ୍ଧନ ଠାରୁ
ବହୁତ ଦୁରେ ,
ତୁମ ,କଥିତ ପ୍ରେମ, ଏଠି ପାଲଟି ଗଲାଣି ଦୁର୍ବଳତା ,
ଅସମ୍ଭାଳ ଜୀବନ ଦୁର୍ବିସହ-----!
©®କାଶ୍ୟପ ରାୟଗଡା।