ତୋ କୋଳ ମୋର
ତୋ କୋଳ ମୋର
1 min
6.9K
ତୋ କୋଳ ମୋର
ସୁଖର ଶେଯ ମାଆ
ଲୋଡା ନାହିଁ ଆଉ କିଛି
ତୋ ପଣତ ମୋର
ବିଶ୍ଵାସର ଛାତ
ପାହି ଦେବି ସବୁ ରାତି ||
ତୋ ଚରଣ ଧୂଳି
ଅମୂଲ ମୂଲ ମାଆ
ମଥାରେ ମୋ ବୋଳୁଥିବି
ତୋ ଭାବେ ମୋର
ଯାଉ ଏ ଜୀବନ
ଜନ୍ମେ ଜନ୍ମେ ମାଗୁଥିବି||